ମାତୃ ଗର୍ଭରେ ଥିବା ବେଳେ ଶିଶୁଟିଏ କ'ଣ ବୋଲି ପ୍ରାର୍ଥନା କରେ ଭଗବାନଙ୍କୁ......
ଦେହଧାରୀ ଜୀବ ତଥା ଅନ୍ୟ ଏକ ଦେହର (ମାଆର) ଉଦର ଭିତରେ ମଳ, ମୂତ୍ର ଓ ରୁଧିର (ରକ୍ତ)ର କୂଅରୁ ଉଦ୍ଧାର କରିବା ପାଇଁ ଭଗବାନଙ୍କୁ ଡାକେ । ଯେତେବେଳେ ସେଠାରୁ ଉଦ୍ଧାର ପାଇ ପୃଥିବୀ ପୃଷ୍ଠରେ ପାଦ ଥାପେ ସେ କରିଥିବା ପ୍ରତିଜ୍ଞା କଥା / ଭଗବାନଙ୍କ ଶରଣ ଓ ବନ୍ଦନା କଥା ଭୁଲି ସଂସାରର ମାୟା ଚକ୍ରରେ ପଡ଼େ।
No comments:
Post a Comment