True words
ଥରେ ଅନ୍ଧକୁ ମନ୍ଦିର ଯିବା ଦେଖି ଜଣେ ବ୍ୟକ୍ତି ଉପହାସ କରି ସେ ଅନ୍ଧଟିକୁ ପଚାରିଲା କି...ଆରେ ତୁମେ ମନ୍ଦିର ଆସିଛ ଠାକୁରଙ୍କୁ କଣ ଦେଖି ପାରୁଛ ।
ଅନ୍ଧ ବ୍ୟକ୍ତିଟି ଦୁଃଖ ନ କରି ଅତି ପ୍ରସନ୍ନତାର ସହ, ଅତି ଉତ୍ସାହର ସହ, ଅତି ଆଗ୍ରହର ସହ, ଅତି ଆନନ୍ଦର ସହ ବଡ ସୁନ୍ଦର ପ୍ରତିଉତ୍ତର ଦେଇ କହିଲେ ଆଜ୍ଞ "ମୁଁ ଠାକୁରଙ୍କୁ ଦେଖିପାରୁନି ସତ କିନ୍ତୁ ଠାକୁର ତ ମୋତେ ଦେଖୁଛନ୍ତି ନା".... ଆଜ୍ଞା ଦୃଷ୍ଟି ନୁହଁ ଦୃଷ୍ଟିକୋଣ ବଦଳାନ୍ତୁ।
No comments:
Post a Comment