Search This Blog

Showing posts with label Dharma_Religion. Show all posts
Showing posts with label Dharma_Religion. Show all posts

20 February 2021

ମାଘ ପୂର୍ଣ୍ଣିମା 2021 at Joranda, Dhenkanal, Odisha

 

“Magha Purnima 2021 at Joranda, Dhenkanal, Odisha”
"ମାଘ ପୂର୍ଣ୍ଣିମା 2021 ଜୋରନ୍ଦା, ଢେଙ୍କାନାଳ, ଓଡିଶା"


Day: Magha Purnima day (24 February 2021)
ଦିନ: ମାଘ ପୂର୍ଣ୍ଣିମା ଦିନ (24 ଫେବୃଆରୀ 2021)


Time: Evening 5:15 p.m.
ସମୟ: ସନ୍ଧ୍ୟା 5:15 p.m.

Duration: 3 days for fair (Mela) and 7 days for exhibition.
ଅବଧି: ମେଳା ପାଇଁ 3 ଦିନ ଏବଂ ପ୍ରଦର୍ଶନୀ ପାଇଁ 7 ଦିନ |


The place of Worship: Magha Purnima will observe at Joranda in Dhenkanal district of Orissa.
ପୂଜାପାଠ ସ୍ଥାନ: ମାଘ ପୂର୍ଣ୍ଣିମା ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଜୋରନ୍ଦାରେ ପାଳନ କରାଯିବ।


Significance of Mela: Mahima sanyasis (saints) and devotees gather to worship Mahima Gosain's Samadhi Pitha.
ମେଳାର ମହତ୍ତ୍ୱ : ମହିମା ସନ୍ୟାସୀ (ସାଧୁ) ଏବଂ ଭକ୍ତମାନେ ମହିମା ଗୋସେଇଁଙ୍କ ସମାଧୀ ପୀଠକୁ ପୂଜା କରିବା ପାଇଁ ଏକତ୍ରିତ ହୋଇଥାନ୍ତି |




ସ୍ୱଧର୍ମେ ନିଧନମ୍ ଶ୍ରେୟଃ ପର ଧର୍ମ ଭୟାବହ

 

"ସ୍ୱଧର୍ମେ ନିଧନମ୍ ଶ୍ରେୟଃ ପର ଧର୍ମ ଭୟାବହ"

ଥରେ ଭାବିଦେଖନ୍ତୁ.......!!!

ଏବେ ଆଉ କିଛି ପରମ୍ପରା ଓ ସଂସ୍କୃତି ବଞ୍ଚିଛି ତ......?

ଏତେ ବଡ ସଂସ୍କୃତି, ପରମ୍ପରା ଓ ସନାତନ ଧର୍ମ ପାଇଁ ଆମର ଅବଦାନ କଣ …….??

ନିଜକୁ ଥରେ ପଚାରନ୍ତୁ, ସାମାଜିକ ଦୃଷ୍ଟିକୋଣରୁ ଆମେ ଆମ ସଂସ୍କୃତି ଓ ପରମ୍ପରାକୁ ଛାଡି କେତେ ଆଗେଇ ଯାଇଛେ …..???

ଆମର ଭବିଷ୍ୟତ କେଉଂଠି .......!!!

ମଣିଷ କାମ ଧନ୍ଦା ବା ଚାକିରୀ ଆଶାରେ ସେ ଏବେ ସହରାଭିମୁଖୀ  ହେଇଛି |

ପୁଣି ଚାକିରୀ କରୁଥିବା ସେହି ମଣିଷଟା ଚାକିରୀ ଚାଲିଗଲେ କଣ କରିବ ସେ ଚିନ୍ତାରେ ଭି ଅସ୍ଥୀର |

ସେ ଚାକିରୀ କରୁଛି କିନ୍ତୁ ସତେଯେମିତି  ସେ ଗୋଟେ ମେସିନ ପାଲଟି ଯାଇଛି |

ଯେଉଁ ମଣିଷଟା ବିବାହ ପୂର୍ବରୁ ସମସ୍ତକଂର ଥିଲା, ସେ ଆଜି କାହାର ?

ନା ବାପା ମାଆକଂର, ନା ପିଲା-ଛୁଆକଂର, ନା ପତ୍ନୀର…………,

ବାପା ମାଆ ପିଲା ଜନ୍ମ କରି ବି ନିଜ ଭବିଷ୍ୟତକୁ ନେଇ ସନ୍ଦେହରେ |

ସେମାନଂକ ଭବିଷ୍ୟତ କେଉଂଠି  - ବୃଦ୍ଧାଶ୍ରମ, ଜରାଶ୍ରମ ନା ଆଉ କେଉଂଠି ?

ବିଦେଶରେ ଚାକିରୀ କରୁଥିବା ସେହି ମଣିଷଟା …….

କେବେକଣ ଭାବିଥିଲା ନିଜ ଲୋକଠାରୁ ଧୀରେ ଧୀରେ ଦୂରେଇ ଯିବବୋଲି?

ଅତୀତରେ ମଣିଷ ତ ଏପରି ନ ଥିଲା……!!!

ଆଜି ଆମେ ଭବିଷ୍ୟତର ଚିନ୍ତାରେ ଅତୀତକୁ ଭୁଲି ବର୍ତମାନକୁ ଖରାପ କରୁଛୁ |

ଦୋ ପଇସା ଅଧିକ ରୋଜଗାର କରି ଟିକିଏ ଶାନ୍ତିରେ ରହିବାକୁ ଯାଇ ଅଶାନ୍ତର ବଳୟରେ ପେସି ହେଇଯାଇଛନ୍ତି |

ଯେମିତି ଆମେ ବଦଳୁଛେ - ଆମର ପତନ ସୁନିଶ୍ଚିତ |

ଆମେ ହିନ୍ଦୁ, ଭାରତୀୟ, ସନାତନୀ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ଯ ନା ଶୁଦ୍ର ……..???

ଆଜି ହିନ୍ଦୁ ନିଜ ପରିଚୟ ଓ ନିଜ ସଂସ୍କୃତିଠାରୁ ବହୁ ଦୂରରେ |

ଆଧୁନିକତାର ପ୍ରହେଳିକାରେ ପାଶ୍ଚାତ୍ୟର ମୋହରେ ଲୁପ୍ତ ହୋଇଗଲା ଗୁରୁକୁଳର ଶିକ୍ଷା, ଯାଗ-ଯଜ୍ଞ, ଶସ୍ତ୍ର-ଶାସ୍ତ୍ର, ନିତି-ନିୟମ ଇତ୍ୟାଦି |

ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଓ ପାଶ୍ଚାତ୍ୟ ସଭ୍ୟତାର ଅବହାୱା ଆଜି ଆମ ସଂସ୍କୃତି ଓ ପରମ୍ପରାକୁ ବ୍ୟପର୍ଯ୍ୟସ୍ତ କରିଦେଇଛି |

ଚିନ୍, ଋଷ, ଇଟାଲୀ, ସ୍ପେନ୍, ଜର୍ମାନୀ, ଜାପାନ ସମସ୍ତେ ନିଜର ମାତୃଭାଷାକୁ ଶିକ୍ଷା ବ୍ୟବସ୍ଥାରେ ଗୁରୁତ୍ୱ ଦେଇଛନ୍ତି | କିନ୍ତୁ ଆମେ....??

ଆମେ ଆମ ସଂସ୍କୃତିରୁ ବିମୁଖ ହୋଇନାହେଁ  ତ ନିଜେ ଲୁପ୍ତ ହେଉଛେ |

ଆଜି ପରିସ୍ଥିତି ଏପରି ଆମେ ଶ୍ରୀରାମ, ଶ୍ରୀକୃଷ୍ଣ, ଶ୍ରୀଜଗନ୍ନାଥଙ୍କ ଜୟଗାନ କରିବାକୁ ବି ଲଜ୍ଜ୍ଯା ବୋଧ କରୁଛୁ,

ଯେମିତି ଏକ ମହାପାପ କରୁଛୁ…….. |

ନିଜ ସଂସ୍କୃତିକୁ  ନିଜେ ବଞ୍ଚାନ୍ତୁ…..!!!

ଆମ ଧର୍ମ ଓ ସଂସ୍କୃତି ପଥରେ ଚାଲି ଜଣେ ସାଧୁ ସନ୍ଥ ହୋଇପାରେ, କିନ୍ତୁ ପାପି ତ ନୁହେଁନା ?

ଦୁନିଆ ବି ଆଜି ସନାତନ ସଂସ୍କୃତିକୁ ଆପଣାଉଛି, ହେଲେ ଆମେ ପାଶ୍ଚାତ୍ୟ ସଂସ୍କୃତି ପଛରେ ଧାଇଁଛେ |

ସେମାନଙ୍କ ଧର୍ମରେ ଏତେ ବଦଗୁଣ ଥାଇବି, ସେମାନେ ନିଜ ଧର୍ମକୁ ଛାଡିନାହାନ୍ତି |

ବୌଦ୍ଧମାନେ ନା ଲଣ୍ଡା ହେବା ଛାଡିଲେ……?

ଶିଖ୍ ମାନେ ନା ପଗଡି ବନ୍ଧା ଛାଡିଲେ……?

ଇସାଇ ନା ରବିବାର ଦିନ ଚର୍ଚ୍ଚ ଯିବା ଛାଡିଲେ……?

ନା ମୁସଲମାନ ମାନେ ନିଶ ରଖିଲେ, ନା ପାଞ୍ଚ ଥର ନମାଜ ପଢିବା ଛାଡିଲେ …..?

କିନ୍ତୁ ହିନ୍ଦୁ – ???

à ମନ୍ଦିର / ମଠ / ପ୍ରାର୍ଥନା ଘର ଯିବାର ସଂସ୍କାର ଛାଡିଲେ……

à ଧୋତି, କୁର୍ତ୍ତା, ପଗଡି ଛାଡିଲେ,

à ତିଲକ, ଚନ୍ଦନ, ପଇତା ଛାଡିଲେ,                                                                                      

à ସନ୍ଧ୍ୟା ପ୍ରାର୍ଥନା ଛାଡିଲେ,

à ଚଉରାରେ ପାଣି ଓ ସଂଧ୍ୟା ଦେବା ଛାଡିଲେ,

à ଶ୍ଳୋକ, ରାମାୟଣ, ମହାଭାରତ ଓ ଗୀତା ପାଠ ଛାଡିଲେ,

à ବେଦ, ଉପନିଷଦ ଅଧ୍ଯୟନ କରିବା ଛାଡିଲେ,

à ମହିଳା ଓ ଝିଅ ମାନେ...ଶାଢୀ, ଓଢଣୀ, ଚୁଡି, ସିନ୍ଦୁର, ପୂଜା ପାଠ ଛାଡିଲେ |

à ଆମେ ଆମ ମାତୃଭାଷା ଓ ସଂସ୍କୃତ ଛାଡିଲୁ,

à ପିଲାଙ୍କୁ ଉଚିତ ସଂସ୍କାର ଦେବା ଛାଡିଲୁ,

à କେବଳ ନିଜର, ପିଲାଙ୍କର, ଓ ସ୍ତ୍ରୀର ଖୁସି ପାଇଁ ଘର ସଂସାର ଛାଡିଲୁ,

à ପଇସା ପାଇଁ ଛୁଆକୁ ଚାକରାଣୀ ହାତରେ ଟେକିଲେ,

à ରାମ ରାମ, ରାଧେ ରାଧେ, ଜୟ ଶ୍ରୀକୃଷ୍ଣ  ବୋଲିବା ଛାଡିଲୁ,

à ବୟୋଜ୍ଯେଷ୍ଠଙ୍କୁ ସମ୍ମାନ ଓ ଚରଣ ସ୍ପର୍ଶ କରିବା ଭି ଛାଡିଲୁ |

ଆସ ଆମେ ଏକ ସୁସ୍ଥ ଓ ସ୍ବୟଂସମ୍ପୂର୍ଣ ସମାଜ ଗଢିବା………

ଆମେ ପୁଣି ସେହି ପୂର୍ବପୁରୁଷଙ୍କ ସଂସ୍କାର ଓ ସଂସ୍କୃତିକୁ ବିଲୁପ୍ତ ହେବାରୁ ବଞ୍ଚାଇବା |

ସପ୍ତାହରେ ଅତି କମରେ ଥରୁଟିଏ ପିଲାଙ୍କ ସହିତ ମନ୍ଦିର/ମଠ/ପ୍ରାର୍ଥନା ଘର ଯିବା |

ନିଜ ଘରେ ସମସ୍ତେ ପ୍ରାତଃ ସ୍ନାନ ସାରି ପୂଜା ଅର୍ଚ୍ଚନା କରିବା |

ନିଜ ଧର୍ମର ଅମୂଲ୍ୟ ପୁସ୍ତକ ରାମାୟଣ, ମହାଭାରତ ଓ ଶ୍ରୀମଦ୍ଭାଗବତ ଗୀତା ଅଧ୍ଯୟନ କରିବା |

ଅନ୍ୟ ଧର୍ମ ଗ୍ରହଣ କରିବା ଅପେକ୍ଷା ନିଜ ଧର୍ମ ଆଚରଣ କରି ମୃତ୍ଯୁ ବରଣ କରିବା ଶ୍ରେୟସ୍କର ଅଟେ |

ଥରୁଟିଏ ସେହି ଶ୍ରୀମଦ୍ଭାଗବତ ଗୀତାର ଏକ ସୁନ୍ଦର ବାଣୀ ମନେପକାନ୍ତୁ –

ସ୍ୱଧର୍ମେ ନିଧନମ୍ ଶ୍ରେୟଃ ପର ଧର୍ମ ଭୟାବହ”

 


 

ଭୀମ ଭୋଇଙ୍କ ଅମୃତବାଣୀ and Mahima Dharma

 

“ଭୀମ ଭୋଇଙ୍କ ଅମୃତବାଣୀ ଏବଂ ମହିମା ଧର୍ମ ”

ଗୁରୁବ୍ରହ୍ମ ମହା ମହିମା ଅଲେଖ!

‘ଅମୃତ’ ଈଶ୍ୱର ପ୍ରଦତ୍ତ | କିମ୍ବଦନ୍ତୀ ଅନୁସାର ସମୁଦ୍ର ମନ୍ଥନରୁ ହିଂ ଏହା ଦେବତାଙ୍କୁ ପ୍ରାପ୍ତ ହୋଇଥିଲା | କିନ୍ତୁ ସଂସାରରେ ମନୁଷ୍ୟ ଏକ ମାତ୍ର ପ୍ରାଣୀ, ଯାହାର ବାଣୀରେବି ଅମୃତ ବର୍ଷା ହୋଇଥାଏ | ଏମିତି ଏକ ମନୁଷ୍ୟ ଓଡିଶାର ଜନ୍ମ ଗ୍ରହଣ କରିଥିଲେ | ଯିଏ ଥିଲେ ଆଜନ୍ମ ଅନ୍ଧ ଏବଂ ଦୁଃଖ, ଦାରିଦ୍ରତାରେ ଜର୍ଜରିତ ଏକ କନ୍ଧ ପରିବାରର ସନ୍ତାନ, ଓଡିଶାର ଗର୍ବ ଓ ଗୌରବ - ସନ୍ଥ କବି ଭୀମ ଭୋଇ | ତାଙ୍କର ସେହି ମୁଖ ନିଶୃତ ବାଣୀ -

“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ,

ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ |”

ଓଡିଶା ମାଟିର ବରପୁତ୍ର ସେହି ମହାନ ଅନ୍ଧ-କନ୍ଧ-ସନ୍ଥ କବି ଭୀମ ଭୋଇଙ୍କର ଏଇ କବିତାଂଶଟି ସ୍ଵର୍ଣ୍ଣିଭ ଅକ୍ଷରରେ ବିଶ୍ଵ ଜାତିସଂଘର ଲଲାଟରେ କାହିଁ କେତେକାଳରୁ ଖୋଦିତ ହୋଇରହିଛି ଏବଂ ଭାରତର ସଂସଦର ମୁଖ୍ୟ ଦ୍ୱାରରେବି ଅଦ୍ୟାବଧି ଲିଖିତ | ତାଙ୍କ ଦ୍ୱାରା ରଚିତ ଉକ୍ତ ପଦ୍ୟାଂଶଟିର ଭାବାର୍ଥ ଆଜିବି ସମଗ୍ର ବିଶ୍ୱକୁ ଚକିତ କରୁଅଛି | ଏସଂସାରର ଦୁଃଖ-କଷ୍ଟ, ସତ-ମିଛ, ଅନ୍ୟାୟ-ଅତ୍ୟାଚାର ତାଙ୍କ ପାଇଁ ଅସହ୍ୟ ଥିଲା ଏବଂ ସେ ଏଇ କଳୁଶିତ ଜଗତର ଉଦ୍ଧାର ନିମନ୍ତେ ନିଜକୁ ନର୍କଗାମି ହେବାକୁବି ପଛେଇ ନଥିଲେ |

ଭୀମ ଭୋଇ (୧୮୫୫-୧୮୯୫) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ | କିମ୍ବଦନ୍ତୀ ଓ ଜନଶ୍ରୁତି ମୁତାବକ ଭୀମ ଭୋଇ ବାଲ୍ୟକାଳରୁ ଅନାଥ ଥିବା ସହିତ ଅନ୍ଧ ମଧ୍ୟ ଥିଲେ ଏବଂ ବଡ଼ ଦୁଃଖ-କଷ୍ଟରେ କାଳାତିପାତ କରୁଥିଲେ | ଏହା ସତ୍ତ୍ବେ ସେ ମହିମା ଧର୍ମର ପ୍ରଚାର ଓ ପ୍ରସାର ମଧ୍ୟ କରିଥିଲେ | ତାଙ୍କ ଦ୍ବାରା ରଚିତ ସ୍ତୁତି ଚିନ୍ତାମଣି, ନିର୍ବେଦ ସାଧନା, ଆଦିଅନ୍ତ ଗୀତା, ଅନାଦି ସଂହିତା, ଭୀମ ଭୋଇ ମାଳିକା ଆଦି ଗ୍ରନ୍ଥ ଆଜି ମଧ୍ୟ ଦେଶ ବିଦେଶରେ  ବେଶ୍‌ ଆଦୃତ ଲାଭ କରୁଛି | ଯିଏ ଆଜନ୍ମ ଅନ୍ଧ ସେ କଣ କେବେ କବିତା ଲେଖିପାରେ? ଏହା କଣ ସମ୍ଭବ? ସମ୍ଭବ ନୁହେଁ, କିନ୍ତୁ ତାଙ୍କ ଦ୍ୱାରା ସମ୍ଭବ ହେଇପାରିଥିଲା କେବଳ ମାତ୍ର ମହିମା ସ୍ୱାମୀଙ୍କ କୃପା ଯୋଗୁଁ | ଏହାବି ସତ୍ୟ ସେ ନିଜେ ଲେଖୁନଥିଲେ, କିନ୍ତୁ ଅନବରତ ତାଙ୍କ ମୁଖ ନିଶୃତ ବାଣୀକୁ ତାଙ୍କ ସହଚରମାନେ ଲେଖୁଥିଲେ |  

ଜନଶ୍ରୁତିରୁ ଏହା ପ୍ରତୀତ ହୁଏ ଯେ, ମହିମା ଅଲେଖ ସ୍ୱାମୀ ସନ୍ଥ ଭୀମ ଭୋଇଙ୍କୁ ଚକ୍ଷୁ ପ୍ରଦାନ କରିଥିଲେ, କିନ୍ତୁ ସେ ଏହି ମିଛମାୟା ଭରା ସଂସାରର ଦୁଃଖ ନିର୍ଯାତନା, ବ୍ୟଭିଚାର, ଚୋରି, ନାରୀ ଇତ୍ୟାଦିକୁ ଦେଖି ବ୍ୟଥିତ ହେଇଗଲେ ଏବଂ ସହିନପାରି ପରଂବ୍ରହ୍ମଙ୍କୁ ପ୍ରାର୍ଥନା କଲେ ପୁଣି ସେ ସେହି ଅନ୍ଧ ଭାବେ ଜୀବନ ଜାପନ କରିବା ବରଂ ଶ୍ରେୟସ୍କର ମନେକରନ୍ତି | ମହିମା ସ୍ୱାମୀ ତାଙ୍କ ପ୍ରାର୍ଥନା ଶୁଣିଥିଲେ ଏବଂ ପୁଣି ତାଙ୍କୁ ଚକ୍ଷୁହୀନ କରିଦେଲେ | ତତ୍ପରାନ୍ତ ଭୀମ ଭୋଇ ମହିମା ମହାପ୍ରଭୁଙ୍କ ଆଶିର୍ବାଦ ଗ୍ରହଣ କରି ଅନେକ ଭଜନ, ଜଣାଣ, ଗ୍ରନ୍ଥ ଆଦି ରଚନା କରିଥିଲେ | ପରଂବ୍ରହ୍ମ ପରମେଶ୍ୱର, ସତ୍ୟ ସନାତନ, ଆରାଧ୍ୟ ମହିମା ସ୍ୱାମୀଙ୍କ ସାନିଧ୍ୟ ହିଁ ତାଙ୍କୁ ପରବର୍ତ୍ତି ସମୟରେ ଜଣେ ଦୂରଦୃଷ୍ଟି ସମ୍ପର୍ଣ ସମାଜ ସୁଧାରକ, ନିଷ୍ଠାବାନ୍ ଭକ୍ତ ଏବଂ ସନ୍ଥ କବି ଭାବେ ପରିଚୟ ପ୍ରଦାନ କରିଥିଲା |

ଯାହାଙ୍କର ମହିମାରେ ଅନ୍ଧ ଦେଖିପାରେ, ମୁକ କଥା କହିପାରେ ଏବଂ ବଧିର ଶୁଣିପାରେ ତେବେ ସେ ମହିମା ଶବ୍ଦର ଅର୍ଥ କଣ ଓ ସେହି ମହିମାମୟ, ଅଜୋନୀସମ୍ବୁତଙ୍କ ଅଲୌକିକ ଗୁଣାବଳୀ ସମ୍ବନ୍ଧରେ ଆସନ୍ତୁ ଜାଣିବା | ମହିମାର ଅର୍ଥ - ମାହାତ୍ମ୍ୟ, ଗୌରବ, ଆବର, ସାର, ନିତ୍ୟସତ୍ୟ ଓ ଶ୍ରେଷ୍ଠ ଅଟେ | ମହିମା ଶବ୍ଦର ଅର୍ଥ - ମହତ୍ତ୍ୱର ଚରମତ୍ୱ ଅର୍ଥାତ୍ ଆଉ ଶ୍ରେଷ୍ଠ କିଛି ନାହିଁ |


ଏହି ମହିମା ଶବ୍ଦରୁହିଁ ମହିମା ଅଲେଖ ସ୍ୱାମୀ ମହିମା ଧର୍ମର ଉତ୍ପତି ତଥା ନିତି ନିର୍ଦ୍ଧାରଣ କରିଥିଲେ | ମହିମା ଧର୍ମ ଏକ ବିଶଦ୍ଧ, ସତ୍ୟ, ସନାତନ ହିନ୍ଦୁ ଧର୍ମ | ଏକ ଓ ଅଦ୍ୱତୀୟ ପ୍ରଭୁ ପରଂବ୍ରହ୍ମ ପରମାତ୍ମା ଜୀବର ଏକମାତ୍ର କାରଣ କର୍ତ୍ତା ଓ ତ୍ରାତା | ଏହାହିଁ ତାଙ୍କର ଉପାସନା ମାର୍ଗ | ମହିମା ଅଲେଖ ଯିଏ ସମସ୍ତଙ୍କ ଉପରେ ଅଛନ୍ତି, ଯେଉଁଆଡେ ମୁଖକଲେ ଆଗକୁ ହେଉଛି |

ମହିମା ଅଲେଖ ନାମ ମୁଖେ ନୁହେଁ କହି;

ଗୋଟିଏ ମୁଣ୍ଡିଆରେ କୋଟି ପାତକ ହରଇ |

ମହିମା ଶବ୍ଦର ଉଚ୍ଚାରଣ ମାତ୍ରେ ଅଲେଖ ସ୍ୱାମୀଙ୍କ ଏକାଧାରରେ ସ୍ୱରୂପ ତଟସ୍ଥ ଲକ୍ଷଣ ସମ୍ପୂର୍ଣରୂପେ ପ୍ରତିଭାତ ହୁଏ | ଅଲେଖର ଅର୍ଥ ରେଖା ଶୂନ୍ୟ, କେହି ତାଙ୍କୁ ଲେଖି ସ୍ଥିର କରିପାରି ନାହାନ୍ତି | ଜଗତର ସକଳ ଞାତ ବା ଞାତବ୍ୟ ବସ୍ତୁରୁ ବ୍ରହ୍ମ ଭିନ୍ନ ଅଟନ୍ତି ଏବଂ ଅବିଦତ | ସୂକ୍ଷ୍ମ ହେତୁରୁ ଯାହା ଞାନ ଗୋଚର ହୁଏନାହିଁ, ସେଥିରୁ ମଧ୍ୟ ବ୍ରହ୍ମ ଭିନ୍ନ | ସେ ସର୍ବଞାନର ଅଗୋଚର | ଏଥିପାଇଁ ସେ ଅଲେଖ ପରଂବ୍ରହ୍ମ, ମହାବ୍ରହ୍ମ, ଓ ଶୂନ୍ୟବ୍ରହ୍ମ |

ଭୀମ ଭୋଇଙ୍କ ସାହିତ୍ୟରୁ ପରିଲକ୍ଷିତ ହୁଏଯେ, ଊନବିଂଶ ଶତାଦ୍ଧୀରେ ସାମାଜିକ ଏବଂ ଧାର୍ମିକ କଳୁଷତାର ବଳୟ ମଧ୍ୟରୁ ମହିମା ଧର୍ମର ଉତ୍ପତି ହୋଇଥିଲା ସାମାଜିକ ଶାନ୍ତି ଓ ସଂହତି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ | ମହିମା ଧର୍ମର ଲକ୍ଷ୍ୟ ସେହି ପରମ ଆରାଧ୍ୟ ମହିମା ଗୋସେଁଇଙ୍କ ଅନ୍ତର୍ନିହିତ ଲକ୍ଷ୍ୟ ଉପରେ ହିଁ ପ୍ରତିଷ୍ଠିତ ଯାହାଦ୍ୱାରାକି ଜଣେ ସାଧାରଣ ମଣିଷ ସେହି ମହିମା ଗୋସେଁଇଙ୍କୁ ଏକନିଷ୍ଠଭାବେ ନିଜକୁ ଅର୍ପଣ କରିପାରିଲେ ସେ ହିଁ ମୁକ୍ତିର ପଥ ଉନ୍ମୁକ୍ତ କରିପାରିବେ | ସେହି ମହିମା ଗୋସେଁଇଙ୍କର ମୂଳ ଲକ୍ଷ୍ୟଥିଲା ସତ୍ୟ ସନାତନ ଧର୍ମକୁ ଅବକ୍ଷୟ ଅବସ୍ଥାରୁ ପୁନର୍ଉଦ୍ଧାର କରି ଶାନ୍ତି ପ୍ରତିଷ୍ଠା କରିବା |

୧୮୨୬ ଖ୍ରୀଷ୍ଟାବ୍ଦରେ ମହିମା ଗୋସେଁଇ ସର୍ବ ପ୍ରଥମେ ପୁରୀରେ ପ୍ରକଟ ହୋଇଥିଲେ | ମହିମା ସ୍ୱାମୀ ଶରୀର ଧାରଣ କରି ମଧ୍ୟ ଅଜୋନୀସମ୍ବୁତ ଥିଲେ, ସେ ଜୋନିଜନ୍ମା ନୁହଁନ୍ତି | ଆମେ ଜୋନିଜନ୍ମା | ଆମ୍ଭେମାନେ ଜୋନିରୁ ଜାତ | ଆମ୍ଭମାନଙ୍କର ପୂର୍ବପୁରୁଷ ଥିଲେ | କିନ୍ତୁ ମହିମା ସ୍ୱାମୀ - ଅଲେଖ, ଅବ୍ୟକ୍ତ, ଅନନ୍ତ, ଅନାମ, ଅଣାକାର, ଅରୂପ, ଅଧ୍ୟେୟ, ଅବିନଶ୍ୱର | ସେ ନିଜେ ତାଙ୍କର ପୂର୍ବ ଏବଂ ପର ପୁରୁଷ | ସେ ଅତୀତରେ ଥିଲେ, ବର୍ତ୍ତମାନରେ ଅଛନ୍ତି ଏବଂ ଭବିଷ୍ୟତରେ ଥିବେ | କେବଳମାତ୍ର ଏ ପାପ କଳୁଷମୟ ଧରାଧାମକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ କଳେବର ଧାରଣ କରିଥାନ୍ତି |

“ଜାତସ୍ୟ ମୃତ୍ୱୁ ଧୃବମ୍ |” ଆମ୍ଭମାନଙ୍କର ମୃତ୍ୱୁ ସୁନିଶ୍ଚିତ | ଯେହେତୁ ସେ ମର ଶରୀର ଧାରଣ କରିଥିଲେ ତାଙ୍କରବି ଶରୀର ତ୍ୟାଗ ହୋଇଥିଲା | ସେ ୧୮୭୬ ଖ୍ରୀଷ୍ଟାବ୍ଦ ଫାଲଗୁନ ଶୁକ୍ଳ ଦଶମୀରେ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ଗ୍ରାମରେ ଇହଲୀଳା ସମ୍ବରଣ କରିଥିଲେ | ମହିମା ସ୍ୱାମୀଙ୍କ କଳେବରକୁ ୬୪ ସିଦ୍ଧ ବଳକଳଧାରୀ ସନ୍ୟାସୀ ଏବଂ କେତେକ କୌପୀନଧାରୀ ସନ୍ୟାସୀ ନେଇ ମହିମା ଗାଦିରେ ଶୁଭ ଦେଇଥିଲେ | ଯେଉଁ ପାଞ୍ଚ ହାତିଆ ଟୁଂଗିରେ ସେ ସମାଧିସ୍ଥ ହୋଇଥିଲେ ସେହିଠାରେ ଶୂନ୍ୟମନ୍ଦିର ନିର୍ମାଣ କରାଯାଇଥିଲା |

କାର୍ତ୍ତକ, ମାଘ ଓ ବୈଶାଖ ପୂର୍ଣିମା ତ୍ରୟ ମହିମା ଗାଦିରେ ପାଳିତ ହୋଇଥାଏ | ବିଶେଷକରି ମାଘ ପୂର୍ଣିମାଟି  ଆକର୍ଷଣୀୟ ହୋଇଥାଏ | ମାଘ ମାସ ଶୁକ୍ଳ ଚତୁର୍ଦ୍ଦଶୀ ଠାରୁ ସାତଦିନ ଧରି ଏହି ମେଳା ବସେ | ଏହି ମେଳା ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକମାନଙ୍କ ମନରେ ଆଧ୍ୟାତ୍ମିକ ଆନନ୍ଦ ସଞ୍ଚାର କରିବା ସହିତ ବିବିଧ ସଂପ୍ରଦାୟ ମଧ୍ୟରେ ସଂହତି ପ୍ରତିଷ୍ଠା କରିଥାଏ |

ଅଲେଖ ମହିମା!


ab@ab

18 June 2020

ଆମ ସଂସ୍କୃତି ଓ ପରମ୍ପରା - Our Culture & Traditions



ଏତେ ବଡ ସନାତନ ଧର୍ମ, ସଂସ୍କୃତି ଓ ପରମ୍ପରା ପାଇଁ ଆମର ଅବଦାନ କଣ ?

୧.  ଧୋତି, କୁର୍ତ୍ତା ଛାଡିଲେ,
୨.  ତିଲକ, ଚନ୍ଦନ ଛାଡିଲେ,                                                                                                  
୩.  ଟୋପି, ପଗଡି ଛାଡିଲେ,
୪.  ପଇତା ଛାଡିଲେ,
୫.  ସନ୍ଧ୍ୟା ପ୍ରାର୍ଥନା ଛାଡିଲେ,
୬.  ରାମାୟଣ ଓ ଗୀତା ପାଠ ଛାଡିଲେ,
୭.  ସଂସ୍କୃତ ଓ ମାତୃଭାଷା ଛାଡିଲୁ, 
 ଶ୍ଳୋକ ଓ ଲୋରୀ ଛାଡିଲୁ,
୯.  ମହିଳା ମାନେ...ଶାଢୀ, ଓଢଣୀ, ଚୁଡି, ସିନ୍ଦୁର ଛାଡିଲେ,
୧୦. ମହିଳା ଓ ଝିଅ ମାନେ...ପୂଜା ପାଠ ଛାଡିଲେ,
୧୧. ଚଉରାରେ ପାଣି ଓ ସଂଧ୍ୟା ଦେବା ଛାଡିଲେ,
୧୨. ପିଲାଙ୍କୁ ପ୍ରତ୍ୟେକ ସଂସ୍କାର ଦେବା ଛାଡିଲୁ,
୧୩. ପଇସା ପାଇଁ ଛୁଆକୁ ଚାକରାଣୀ ହାତରେ ଟେକିଲେ,
୧୪. କେବଳ ନିଜର ଓ ସ୍ତ୍ରୀର ଖୁସି ପାଇଁ ଘର ସଂସାର ଛାଡିଲୁ,
୧୫. ବୟୋଜ୍ଯେଷ୍ଠଙ୍କୁ ସମ୍ମାନ ଓ ଚରଣ ସ୍ପର୍ଶ ଛାଡିଲୁ,
. ସକାଳୁ ରାମ ରାମ, ରାଧେ ରାଧେ, ଜୟ ଶ୍ରୀକୃଷ୍ଣ ଛାଡିଲୁ,


ଏବେ ଆଉ କିଛି ପରମ୍ପରା ବଞ୍ଚିଛି ତ...?

07 March 2020

16 Name of Bhagban Shrikrishna

The sixteen name of Bhagban Shrikrishna
1. Madhav
2. Padmanabh
3. Janardan
4. Vaman
5. Shreemadhusudan
6. Prajapati
7. Chakradhar
8. Sreedhar
9. Varaha
10. Vishnu
11. Trivikram
12. Shreeraghunandan
13. Nursing
14. Govind
15. Jalasai Bhagban
16. Narayan
🙏🙏🙏

11 November 2018

Purnababa mahodaya

Baba in Rickshaw pulling by Baidhar Sahoo
Prataha Bhoojan in my home at Chakrapadhi



Param pujya, Abadhut Purnababa mahodaya has departured from this maternal world on 4th Nov. 2018 at Patrakhunta Mahima Ashram, Khaira, Balasore.
His last rights was observed on next day by thousands of mahima devotee with mahima sanyasi.
Sadhu Madan Das has been managed everything of Baba Mahamaya.

RIP his eternal soul.

Mahima Aleph Saranam......

31 January 2018

Joranda Gadi Magha Mela on 30 January 2018.
So many people are get together to attend the holy place Mahima Gadi.
Adequate facilities are available for boarding  and lodging.
All are requested please join the holy festival of mahima devotees. 

07 November 2017





Aatha Bhajan

Mahima Dharma Samaj























Bakaldhari Baba in Mahima Dharma


Mahima Alekha


Value of Time


Value of Time

There is no one in this universe to hold the time.  Time and tides wait for once.

If we hold the hr hand of clock, the clock will pause for a moment but time would not.

If we open our umbrella we must save from rain or heat but we must not stop raining or heating.

One person save his time utilizing in proper way and he get his result accordingly, in other way if we not save or use our time in the right way we would not success.

So don't wait for perfect moment, take opportunity and make your moment perfect.


Namolekh! 

Guru Brahma Mahima Alekh Sarana

04 February 2017

Magha Mela on 10th Feb 2017 at Joranda Dhenkanal Odisha

Joranda  Magh mela will be in the month of February.

This year the Mela will be celebrated at Joranda with huge pilgrims, Sanyashis and Baba.

The main attraction of the Mela will be 60feet long Jhada in which auspicious Diya will be lit the evening and bhaktagana will pray the Marina Peachy along with musical  instrument - Khanjani.

The day 10th February 2017 is most important for mahimadharmi bhaktas.

☁💟💟☁💟💟☁
💟💟💟💟💟💟💟
💟💟💟💟💟💟💟
☁💟💟💟💟💟☁
☁☁💟💟💟☁☁
☁☁☁💟☁☁☁
GOOD 😊 MORNING!
☁✨✨☁✨✨☁
✨✨✨✨✨✨✨
✨✨✨✨✨✨✨
☁✨✨✨✨✨☁
☁☁✨✨✨☁☁
☁☁☁✨☁☁☁
🌻 MY SUNSHINE
🍸🌹🌹🍸🌹🌹🍸
🌹🌹🌹🌹🌹🌹🌹
🌹🌹🌹🌹🌹🌹🌹
🍸🌹🌹🌹🌹🌹🍸
🍸🍸🌹🌹🌹🍸🍸
🍸🍸🍸🌹🍸🍸🍸
🍸🍸🍸🌹🍸🍸🍸
🍸🎁😊❤☺🎁🍸
🌕🌕🌕🌵🌵🌕🌵🌵
🌕🌕🌕🌵🌵🌕🌵🌵
🌵🌵🌕🌵🌵🌵🌵🌵
🌵🌵🌕🌵🌵🌕🌕🌕
🌵🌵🌵🌵🌵🌕🌕🌕
🌕🌕🌕🌵🌵🌕🌕🌕
🌕🌕🌕🌵🌵🌕🌕🌕
🌕🌕🌕🌵🌵🌕🌕🌕
🎤🎤🎤🎤💋💋🎤🎤
🎤🎤🎤🎤💋🎤💋💋
🎤🎤🎤🎤💋💋🎤🎤
🎤🎤🎤🎤💋💋💋💋
🎤🎤🎤🎤💋🎤💋💋
🎤🎤🎤🎤💋🎤🎤🎤
🎤💋💋💋💋🎤🎤🎤
💋💋💋💋💋🎤🎤🎤
💋💋💋💋💋🎤🎤🎤
🎤💋💋💋🎤🎤🎤🎤
✨✨✨📁📁✨✨✨
✨✈✨📁📁✨✨✨
✨✨✨📁📁✨✨✨
✨✨✨📁📁✨✨✨
✨✨📁📁📁📁✨✨
✨📁📁📁📁📁📁✨
📁📁📁📁📁📁📁📁
📁📁✨📁📁✨📁📁
📁✨✨📁📁✨✨📁
✨✨✨📁📁✨✨✨
✨✨📁📁📁📁✨✨
☁🏃☁☁☁🎁☁
☁☁🍄🍄🍄☁☁
☁🍄🍄🍄🍄🍄☁
🍄🍄🍄🍄🍄🍄🍄
🍄🍄🍄🍄🍄🍄🍄
☁☁🍦🍦🍦☁☁
☁☁🍦🍦🍦☁☁
🐢☁🍦🍦🍦☁🚩
✨🌾 🌾 🌾
    😏😏😏😏😏
😏😏😏😏😏😏😏
😏🕓🕓😏🕓🕓😏
😏🕓🎱😏🕓🎱😏
😏😏😏😏😏😏😏
😏😏😏✔😏😏😏
🌀😏😏😏😏😏🌀
😏🌀😏😏😏🌀😏👍
👉🌀🌀🌀🌀🌀🌀
🌀🌀🕐🌀🌀🌀🌀
🌀🌀🕐🕐🕐🌀🌀
🌀🌀🌀🌀🌀🌀🌀
    🌀🌀🌀🌀🌀
    👟 👟
✨✨👼👼👼👼✨✨
✨✨👼😊😊👼✨✨
👼👼👼😊😊👼👼👼
👼😊😊😊😊😊😊👼
👼😊😊😊😊😊😊👼
👼👼👼😊😊👼👼👼
✨✨👼😊😊👼✨✨
✨✨👼😊😊👼✨✨
✨✨👼😊😊👼✨✨
✨✨👼😊😊👼✨✨
✨✨👼👼👼👼✨✨
🍀 ☀
🍀🍀
🍀🍀🍀
🎁 Have a
nice weekend!
👍✨✨✨
🎉😊👏😁👏😃🎉
Congratulations!

14 April 2016

Worthy of Condemnation

THINGS TO BE CONDEMNED 
                                                               
A Life without Paramatma,
A Flower without Smell,
A Heart without Mercy,
A Forehead without Tilak,
A Woman without a Husband,
A House without Wall,
A Well without Water,
A Man without Sense,
A Village without a Temple,
A Society without a Leader,
A Home without People/Children,
A Preceptor without a Disciple,
 A Country without a River,
A Country without Justice,
A Country without good People,
A King without an able Minister,
A King without a Kingdom,
A Recitation without Meaning,
A Field without Rain,
A Hill without Rock,
A Jungle without Tree,
 A Tree without Fruits,
An Intellect without Clearness,
An Achievement without Labour,
A Body without Health,
A Spear without a Point,
A Speech without Content,
A Speaker without Listener,
A Judgement without Proof,
 A Work/job without Wages,
A Nurse without Service,
A Knife without Sharpness,
A Custom (Achar) without Purity, Austerity,
A Friend without Companionship,
A Politician without Politics,
A Book without Pages/justified contents,
A Machine without Functionality,
A Soul devoid of Holiness,
A Cow that does not give Milk,
 A Woman not obedient to her Husband,
 An Actor without Fan-following,
Penny without Work,
Struggle without Goal,
Sannyasa without Renunciation,
Wealth that is not given away in charity,
Legs that have not performed pilgrimages,
A Teacher without Knowledge of Teaching,
A Disciple who does not respect his Preceptor,
Determination unaided by discrimination or Viveka,
The head that does not bend before holy personages,
A Mantra the meaning of which is not known while doing recitation,


All these are worthy of condemnation.


30 December 2015

Joranda Magh Mela in 2016

Magha Mela

will be celebrated in 

-JORANDA-

Dhenkanal-Odisha-India

on

22nd February 2016, Monday.