ଏତେ ବଡ ସନାତନ ଧର୍ମ, ସଂସ୍କୃତି ଓ ପରମ୍ପରା ପାଇଁ ଆମର ଅବଦାନ କଣ ?
୧.  ଧୋତି, କୁର୍ତ୍ତା ଛାଡିଲେ,
୨.  ତିଲକ, ଚନ୍ଦନ ଛାଡିଲେ,                                                                                                  
୩.  
୪.  ପଇତା ଛାଡିଲେ,
୫.  ସନ୍ଧ୍ୟା ପ୍ରାର୍ଥନା ଛାଡିଲେ,
୬.  ରାମାୟଣ ଓ ଗୀତା ପାଠ ଛାଡିଲେ,
୭.  ସଂସ୍କୃତ ଓ ମାତୃଭାଷା ଛାଡିଲୁ, 
୮.  ଶ୍ଳୋକ ଓ ଲୋରୀ ଛାଡିଲୁ,
୯.  ମହିଳା ମାନେ...ଶାଢୀ, ଓଢଣୀ, ଚୁଡି, ସିନ୍ଦୁର ଛାଡିଲେ,
୧୦. ମହିଳା ଓ ଝିଅ ମାନେ...ପୂଜା ପାଠ ଛାଡିଲେ,
୧୧. ଚଉରାରେ ପାଣି ଓ ସଂଧ୍ୟା ଦେବା ଛାଡିଲେ,
୧୨. ପିଲାଙ୍କୁ ପ୍ରତ୍ୟେକ ସଂସ୍କାର ଦେବା ଛାଡିଲୁ,
୧୩. ପଇସା ପାଇଁ ଛୁଆକୁ ଚାକରାଣୀ ହାତରେ ଟେକିଲେ,
୧୪. କେବଳ ନିଜର ଓ ସ୍ତ୍ରୀର ଖୁସି ପାଇଁ ଘର ସଂସାର ଛାଡିଲୁ,
୧୫. ବୟୋଜ୍ଯେଷ୍ଠଙ୍କୁ ସମ୍ମାନ ଓ ଚରଣ ସ୍ପର୍ଶ ଛାଡିଲୁ,
୧୬. ସକାଳୁ ରାମ
ରାମ, ରାଧେ ରାଧେ, ଜୟ ଶ୍ରୀକୃଷ୍ଣ ଛାଡିଲୁ,
ଏବେ ଆଉ କିଛି
ପରମ୍ପରା ବଞ୍ଚିଛି ତ...?
 
 
 

















