Search This Blog

05 November 2021

ଆମେ ଓ ଆମ ସଂସ୍କୃତି

 

ବିଲୁପ୍ତ ସଂସ୍କୃତିର ପୁର୍ନଉଦ୍ଧାର

ଆଜି ଆମେ ଭବିଷ୍ୟତର ଚିନ୍ତାରେ ଅତୀତକୁ ଭୁଲି ବର୍ତ୍ତମାନକୁ ଖରାପ କରୁଛୁ | ଦୋ ପଇସା ଅଧିକ ରୋଜଗାର କରି ଟିକିଏ ଶାନ୍ତିରେ ରହିବାକୁ ଯାଇ ଅଶାନ୍ତର ବଳୟରେ ପେସି ହେଇଯାଇଛନ୍ତି | ଯେମିତି ଆମେ ବଦଳୁଛନ୍ତି ଆମର ପତନ ଯେ ସୁନିଶ୍ଚିତ ଏକଥା କିଏ କହିନପାରେ ?

ଆଜି ମଣିଷ କାହାର ……??? ଅତୀତରେ ମଣିଷ ଏପରି ଥିଲା ? ମଣିଷ କାମ ଧନ୍ଦା ବା ଚାକିରୀ ଆଶାରେ ସେ ଏବେ ସହରାଭିମୁଖୀ ହେଇଛି | ପୁଣି ଚାକିରୀ କରୁଥିବା ସେହି ମଣିଷଟା ଚାକିରୀ ଚାଲିଗଲେ କଣ କରିବ ସେ ଚିନ୍ତାରେ ଭି ଅସ୍ଥୀର | ସେ ଚାକିରୀ କରୁଛି କିନ୍ତୁ ସତେଯେମିତି  ସେ ଗୋଟେ ମେସିନ ପାଲଟି ଯାଇଛି | ଯେଉଁ ମଣିଷଟା ବିବାହ ପୂର୍ବରୁ ସମସ୍ତକଂର ଥିଲା, ସେ ଆଜି କାହାର ? ନାବାପା ମାଆକଂର, ନାପିଲା-ଛୁଆକଂର, ନାପତ୍ନୀର…?

ବାପା ମାଆ ପିଲା ଜନ୍ମ କରି ବି ନିଜ ଭବିଷ୍ୟତକୁ ନେଇ ସନ୍ଦେହରେ | ସେମାନଂକ ଭବିଷ୍ୟତ କେଉଂଠି - ବୃଦ୍ଧାଶ୍ରମ, ଜରାଶ୍ରମ ନା ଆଉ କେଉଁଠି ? ବିଦେଶରେ ଚାକିରୀ କରୁଥିବା ସେହି ମଣିଷଟା କେବେ କଣ ଭାବିଥିଲା ନିଜ ଲୋକଠାରୁ ଧୀରେ ଧୀରେ ଦୂରେଇ ଯିବବୋଲି ?

ଥରୁଟିଏ ନିଜକୁ ତର୍ଜମା କରନ୍ତୁ.......!!! ଆମେ ଭାରତୀୟ, ସନାତନୀ ହିନ୍ଦୁ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ଯ ନା ଶୁଦ୍ର ……..??? ଆଜି ହିନ୍ଦୁ ନିଜ ପରିଚୟ ନିଜ ସଂସ୍କୃତିଠାରୁ ବହୁ ଦୂରରେ | ଆଧୁନିକତାର ପ୍ରହେଳିକାରେ, ପାଶ୍ଚାତ୍ୟର ମୋହରେ ଲୁପ୍ତ ହୋଇଗଲା ଗୁରୁକୁଳର ଶିକ୍ଷା, ଯାଗ-ଯଜ୍ଞ, ଶସ୍ତ୍ର-ଶାସ୍ତ୍ର, ନିତି-ନିୟମ ଇତ୍ୟାଦି | ସରକାରଙ୍କ ଶିକ୍ଷା ବ୍ୟବସ୍ଥା ପାଶ୍ଚାତ୍ୟ ସଭ୍ୟତାର ଅବହାୱା ଆଜି ଆମ ସଂସ୍କୃତି ପରମ୍ପରାକୁ ବ୍ୟପର୍ଯ୍ୟସ୍ତ କରିଦେଇଛି | ଚିନ୍, ଋଷ, ଇଟାଲୀ, ସ୍ପେନ୍, ଜର୍ମାନୀ, ଜାପାନ ସମସ୍ତେ ନିଜର ମାତୃଭାଷାକୁ ଶିକ୍ଷା ବ୍ୟବସ୍ଥାରେ ଗୁରୁତ୍ୱ ଦେଇଛନ୍ତି | କିନ୍ତୁ ଆମେ....???

ଏବେ ଆଉ କିଛି ପରମ୍ପରା ସଂସ୍କୃତି ବଞ୍ଚିଛିତ......??? ଆଜି ଆମେ ଆମ ସଂସ୍କୃତିରୁ ବିମୁଖ ହେଉନାହାଁନ୍ତି, ନିଜେ ଲୁପ୍ତ ହେଉଛନ୍ତି | ଆଜି ପରିସ୍ଥିତି ଏପରି ଆମେ ଶ୍ରୀରାମ, ଶ୍ରୀକୃଷ୍ଣ, ଶ୍ରୀଜଗନ୍ନାଥଙ୍କ ଜୟଗାନ କରିବାକୁ ବି ଲଜ୍ଜ୍ଯା ବୋଧ କରୁଛୁ, ଯେମିତି ଏକ ମହାପାପ କରୁଛୁ | ଥରେ ଭାବିଦେଖନ୍ତୁ, ଏତେ ବଡ ସଂସ୍କୃତି, ପରମ୍ପରା ସନାତନ ଧର୍ମ ପାଇଁ ଆମର ଅବଦାନ କଣ ? ନିଜକୁ ଥରେ ପଚାରନ୍ତୁ, ସାମାଜିକ ଦୃଷ୍ଟିକୋଣରୁ ଆମେ ଆମ ସଂସ୍କୃତି ପରମ୍ପରାକୁ ଛାଡି କେତେ ଆଗେଇ ଯାଇଛନ୍ତି ?

ଆମ ଧର୍ମ ସଂସ୍କୃତି ପଥରେ ଚାଲି ଜଣେ ସାଧୁ ସନ୍ଥ ହୋଇପାରେ, କିନ୍ତୁ ପାପି ନୁହେଁନା ? ଦୁନିଆ ବି ଆଜି ସନାତନ ସଂସ୍କୃତିକୁ ଆପଣାଉଛି, ହେଲେ ଆମେ ପାଶ୍ଚାତ୍ୟ ସଂସ୍କୃତି ପଛରେ ଧାଇଁଛେ |ସେମାନଙ୍କ ଧର୍ମରେ ଏତେ ବଦଗୁଣ ଥାଇବି, ସେମାନେ ନିଜ ଧର୍ମକୁ ଛାଡିନାହାନ୍ତି | ବୌଦ୍ଧମାନେ ନାଲଣ୍ଡା ହେବା ଛାଡିଲେ……? ଶିଖ୍ ମାନେ ନାପଗଡି ବନ୍ଧା ଛାଡିଲେ……? ଇସାଇ ନାରବିବାର ଦିନ ଚର୍ଚ୍ଚ ଯିବା ଛାଡିଲେ……? ନାମୁସଲମାନ ମାନେ ନିଶ ରଖିଲେ, ନା ପାଞ୍ଚ ଥର ନମାଜ ପଢିବା ଛାଡିଲେ …..? କିନ୍ତୁ ହିନ୍ଦୁ ……???

ଆଜି ଆମେ ଆମ ମାତୃଭାଷା ସଂସ୍କୃତିକୁ ବହୁତ ପଛରେ ଛାଡିଆସିଛୁ | ହିନ୍ଦୁମାନେ ମନ୍ଦିର/ମଠ/ପ୍ରାର୍ଥନା ଘର ଯିବାର ସଂସ୍କାର ଛାଡିଲେ | ଧୋତି, କୁର୍ତ୍ତା, ପଗଡି ଛାଡିଲେ | ତିଲକ, ଚନ୍ଦନ, ପଇତା ଛାଡିଲେ | ସନ୍ଧ୍ୟା ପ୍ରାର୍ଥନା ଛାଡିଲେ | ଚଉରାରେ ପାଣି ସଂଧ୍ୟା ଦେବା ଛାଡିଲେ | ଶ୍ଳୋକ, ରାମାୟଣ, ମହାଭାରତ ଗୀତା ପାଠ ଛାଡିଲେ | ବେଦ, ଉପନିଷଦ ଅଧ୍ଯୟନ କରିବା ଛାଡିଲେ | ମହିଳା ଝିଅ ମାନେ ଶାଢୀ, ଓଢଣୀ, ଚୁଡି, ସିନ୍ଦୁର, ପୂଜାପାଠ ଛାଡିଲେ | ପିଲାଙ୍କୁ ଉଚିତ ସଂସ୍କାର ଦେବା ଛାଡିଲୁ | କେବଳ ନିଜର, ପିଲାଙ୍କର, ସ୍ତ୍ରୀର ଖୁସି ପାଇଁ ଘର ସଂସାର ଛାଡିଲୁ | ପଇସା ପାଇଁ ଛୁଆକୁ ଚାକରାଣୀ ହାତରେ ଟେକିଲେ | ରାମ ରାମ, ରାଧେ ରାଧେ, ଜୟ ଶ୍ରୀକୃଷ୍ଣ  ବୋଲିବା ଛାଡିଲୁ | ବୟୋଜ୍ଯେଷ୍ଠଙ୍କୁ ସମ୍ମାନ ଚରଣ ସ୍ପର୍ଶ କରିବା ଭି ଛାଡିଲୁ |

ନିଜ ସଂସ୍କୃତିକୁ ନିଜେ ବଞ୍ଚାଇବାପାଇଁ ଚେଷ୍ଟା କରନ୍ତୁ…..!!! ଆଜି ଏକ ସୁସ୍ଥ ସ୍ୱୟଂସମ୍ପୂର୍ଣ ସମାଜ ଗଢିବାର ସମୟ ଆସିଛି | ଆମେ ପୁଣି ସେହି ପୂର୍ବପୁରୁଷଙ୍କ ସଂସ୍କାର ସଂସ୍କୃତିକୁ ବିଲୁପ୍ତ ହେବାରୁ ବଞ୍ଚାଇବା | ସପ୍ତାହରେ ଅତି କମରେ ଥରୁଟିଏ ପିଲାଙ୍କ ସହିତ ମନ୍ଦିର/ମଠ/ପ୍ରାର୍ଥନା ଘର ଯିବା | ନିଜ ଘରେ ସମସ୍ତେ ପ୍ରାତଃ ସ୍ନାନ ସାରି ପୂଜା ଅର୍ଚ୍ଚନା କରିବା | ନିଜ ଧର୍ମର ଅମୂଲ୍ୟ ପୁସ୍ତକ ରାମାୟଣ, ମହାଭାରତ ଶ୍ରୀମଦ୍ଭାଗବତ ଗୀତା ଅଧ୍ଯୟନ କରିବା | ଅନ୍ୟ ଧର୍ମ ଗ୍ରହଣ କରିବା ଅପେକ୍ଷା ନିଜ ଧର୍ମ ଆଚରଣ କରି ମୃତ୍ଯୁ ବରଣ କରିବା ଶ୍ରେୟସ୍କର ଅଟେ | ଥରୁଟିଏ ସେହି ଶ୍ରୀମଦ୍ଭାଗବତ ଗୀତାର ଏକ ସୁନ୍ଦର ବାଣୀ ମନେପକାନ୍ତୁ – ”ସ୍ୱଧର୍ମେ ନିଧନମ୍ ଶ୍ରେୟଃ ପର ଧର୍ମ ଭୟାବହ” |

ବିଶ୍ୱ ଦରବାରରେ ସଂସ୍କୃତିଭରା ହିନ୍ଦୁତ୍ୱ…..!!!

·        ହିନ୍ଦୁ ଧର୍ମାମ୍ବିଲୋକମାନେ ଆସ୍ତିକ ଏବଂ ଶାକାହାରା ଅଟନ୍ତି |

·        ହିନ୍ଦୁମାନେ ଆୟୁର୍ବେଦିକ ଔଷଧି ବ୍ୟବହାର କରିବାକୁ ପସନ୍ଦ କରୁଥିବାବେଳେ ପାଶ୍ଚାତ୍ୟ ଲୋକମାନେ ଏଲୋପ୍ୟାଥିକ ଔଷଧକୁ ପସନ୍ଦ କରନ୍ତି |

·        ହିନ୍ଦୁ ଧର୍ମର ନୀତି ଅନୁସାର ଘର ଭିତରକୁ ପସିବା ପୂର୍ବରୁ ଗୋଡ-ହାତ ଧୋଇବା କିନ୍ତୁ ପାଶ୍ଚାତ୍ୟ ସଭ୍ୟତାରେ ଏହା ବିରଳ|

·        ହିନ୍ଦୁ ଧର୍ମାମ୍ବିଲୋକମାନେ ପ୍ରାତଃ ସ୍ନାନ କରନ୍ତି |

·        ହିନ୍ଦୁ ଧର୍ମାମ୍ବିମାନେ ସକାଳ ଏବଂ ସଞରେ ଈଶ୍ୱରକୁଂ ପ୍ରାର୍ଥନା କରିଥାନ୍ତି |

·        ହିନ୍ଦୁମାନେ ୟୋଗ ପ୍ରାଣାୟାମ ସାଧନା କରନ୍ତି କିନ୍ତୁ ପାଶ୍ଚାତ୍ୟ ଧର୍ମାମ୍ବିମାନେ ଜିମ୍ ଯାଆନ୍ତି |

·        ହିନ୍ଦୁ ଧର୍ମାମ୍ବିମାନେ ମୃତ୍ୟୁପରେ ଶବକୁ ଦାହ କରନ୍ତି କାରଣ ଭୂତାଣୁ ବ୍ୟାପିବାର ଆଶଂକା କମ୍ ଥାଏ |

·        ହିନ୍ଦୁ ଧର୍ମାମ୍ବିମାନେ ଶବଦାହ ପରେ ସ୍ନାନ-ଶୌଚ ହେଇଥାନ୍ତି |

·        ହିନ୍ଦୁ ଧର୍ମାମ୍ବିମାନେ ବୈଦିକ ନୀତି ଅନୁସାର ବିବାହ ଆଦି କାର୍ଯ୍ୟ ମନ୍ତ୍ର ଉଚ୍ଚାରଣ ସହିତ କରିଥାନ୍ତି |

·        ହିନ୍ଦୁ ଧର୍ମାମ୍ବିମାନେ ଶୌଚ କରିବା ପରେବି ସ୍ନାନ କରନ୍ତି |

·        ଯେତେବେଳେ ପାଶ୍ଚାତ୍ୟ ଦେଶର ଲୋକମାନେ  ହାତରେ ହାତ ମିଳେଇ ସେକ୍ ହେନ୍ଡ କରୁଥିଲେ ସେତେବେଳେ ହିନ୍ଦୁ ଧର୍ମର ଲୋକମାନେ ହାତଯୋଡି ଅଭିବାଦନ କରିଛନ୍ତି |

 

ଶ୍ରୀ ପ୍ରହ୍ଲାଦ ସାହୁ,

ନିୟୁଦିଲ୍ଲୀ - ୧୧୦୦୫୯

ମୋବାଇଲ୍୮୧୭୮୬୪୪୨୭୬


 

30 October 2021

Six (6) Seasons

 Six (6) Seasons





Spring

Summer

Rainy

Autumn

Dewy

Winter



Nine (9) Planets

 9 Planets - Nava Graham

Mercury

Venus

Earth

Mars

Jupiter

Saturn

Uranus

Neptune

Pluto


Ten (10) Directions

 

Ten (10) Directions


North - उत्तर - Uttar

East - पूर्व - Purva

West - पश्चिम - Pashchim

South - दक्षिण - Dakshin

North-East - ईशान - Ishanya

South-East - अग्नि - Agneya

South-West - नैऋत्य - Nairutya

North-West - वायु - Vayavya

Skywards - ऊर्ध्व - Urdhwa/ Akash

Downwards - अधरस्त - Adharastha/ Patal


Twelve months

 12 months



1.      January

2.      February

3.      March

4.      April

5.      May

6.      June

7.      July

8.      August

9.      September

10.  October

11.  November

12.  December





Eleven Organ System of our body

 

The eleven (11) organ systems include the

Integumentary system,

Skeletal system,

Muscular system,

Lymphatic system,

Respiratory system,

Digestive system,

Nervous system,

Endocrine system,

Cardiovascular system,

Urinary system,

Reproductive systems

Eleven Rudras of Shiva

 Eleven Rudras

1.    शम्भु,

2.    पिनाकी,

3.    गिरीश,

4.    स्थाणु,

5.    भर्ग,

6.    सदाशिव,

7.    शिव,

8.    हर,

9.    शर्व,

10.  कपाली,

11. भव